Below header
Browsing Tag

online calculator

ଏବେ ମରିବା ପୂର୍ବରୁ ଜାଣିପାରିବେ ମୃତ୍ୟୁ ତାରିଖ ! ମାର୍କେଟକୁ ଆସିଲା ଭବିଷ୍ୟତବାଣୀ କରୁଥିବା କାଲ୍କୁଲେଟର

ମୃତ୍ୟୁ ହେଉଛି ଦୁନିଆର ଅପ୍ରିୟ ସତ୍ୟ । ଜନ୍ମ ମାତ୍ରେ ମୃତ୍ୟୁ ସୁନିଶ୍ଚିତ ସମସ୍ତଙ୍କୁ ଦିନେ ନା ଦିନେ ମରିବାକୁ ପଡିବ । କେଉଁ ଦିନ କାହାର ଶେଷ ଦିନ ତାହା କେହିବି ଜାଣିନାହାନ୍ତି କିନ୍ତୁ ଆଗାମୀ ସମୟରେ ଏହି କଥା ଭୁଲ ଭାବରେ ପ୍ରମାଣିତ ହୋଇଯିବ। କାହିଁକି ନା ଅନୁସନ୍ଧାନକାରୀମାନେ ଏକ ମେସିନ…