Below header
Browsing Tag

online puc

ଆଜିଠାରୁ କେବଳ ଅନ୍‌ ଲାଇନରେ PUCC, ମାନୁଆଲ ପିୟୁସି ସାର୍ଟିଫିକେଟ୍‌ ଗ୍ରହଣ ଯୋଗ୍ୟ ହେବ ନାହିଁ

କେନ୍ୟୁଜ୍(ବ୍ୟୁରୋ): ଆଜିଠାରୁ କେବଳ ବାହାନ ସର୍ଭର ସହ ଯୋଡି ହୋଇ ଥିବା ପଲ୍ୟୁସନ ଟେଷ୍ଟିଂ ସେଣ୍ଟର ବା PTUରେ ପଲ୍ୟୁସନ ଅଣ୍ଡର କଣ୍ଟ୍ରୋଲ ଟେଷ୍ଟ କରି ପାରିବେ। ମାନୁଆଲ ପିୟୁସି ସାର୍ଟିଫିକେଟ୍‌ ଗ୍ରହଣ ଯୋଗ୍ୟ ହେବ ନାହିଁ। ତେଣୁ ଗ୍ରାହକମାନେ ସେହିଠାରେ ହିଁ ପିୟୁସି ଟେଷ୍ଟ କରାନ୍ତୁ, ଯେଉ…

ବଦଳିଲା ସରକାରଙ୍କ ନିଷ୍ପତ୍ତି, ଉଭୟ ଅନଲାଇନ ଓ ଅଫ ଲାଇନରେ ଡିସେମ୍ବର ୩୧ ଯାଏ ମିଳିବ ପଲ୍ୟୁସନ ପ୍ରମାଣପତ୍ର

ଭୁବନେଶ୍ବର(କେନ୍ୟୁଜ୍):  ବଦଳିଲା ସରକାରଙ୍କ ନିଷ୍ପତ୍ତି । ଉଭୟ ଅନଲାଇନ ଓ ଅଫ ଲାଇନରେ ଡିସେମ୍ବର ୩୧ ଯାଏ ମିଳିବ ପଲ୍ୟୁସନ ପ୍ରମାଣପତ୍ର । ପଲ୍ୟୁସନ ଅଣ୍ଡର କଣ୍ଟ୍ରୋଲ ସାର୍ଟିଫିକେଟ-ପିୟୁସିସିକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହେଉଛି । ରାଜ୍ୟର ଅଧିକାଂଶ ଜିଲ୍ଲାରେ ଆବଶ୍ୟକ…