ଅକ୍ଷୟ ତୃତୀୟାରୁ ଚାରିଧାମ ଯାତ୍ରା ଆରମ୍ଭ, ଘରେ ବସି ପୂଜା ପାଇଁ କରନ୍ତୁ ଅନଲାଇନ ବୁକିଂ, ଜାଣନ୍ତୁ କେମିତି
ଉତ୍ତରାଖଣ୍ଡର ଚାରିଧାମ ଯାତ୍ରା ୩୦ ଏପ୍ରିଲ ଅକ୍ଷୟ ତୃତୀୟାରୁ ଆରମ୍ଭ ହେବାକୁ ଯାଉଛି । ଅକ୍ଷୟ ତୃତୀୟା ଅବସରରେ ଗଙ୍ଗୋତ୍ରୀ ଏବଂ ଯମୁନେତ୍ରୀ ଧାମର କପାଟ ସକାଳ ୧୦ଟା ୩୦ ମିନିଟରେ ଖୋଲିବ । ସେହିପରି କେଦାରନାଥ ଧାମ କପାଟ ଭକ୍ତଙ୍କ ପାଇଁ ମଇ ୨ ତାରିଖ ସକାଳ ୭ଟାରେ ଖୋଲିବ । ଏଥିପାଇଁ…