Below header
Browsing Tag

open kuldiha zoo

ଖୋଲିଲା କୁଲଢିଆ ଅଭୟାରଣ୍ୟ, ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଦୂର ଦୂରାନ୍ତରରୁ ଆସୁଛନ୍ତି ପର୍ଯ୍ୟଟକ

ଓଡ଼ିଶାରେ ଥିବା କୁଲଢିଆ ଅଭୟାରଣ୍ୟର ସୌନ୍ଦର୍ଯ୍ୟ ପଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରେ । ଏଠାରେ ଥିବା ଜୀବଯନ୍ତୁ ଏବଂ ସୁନ୍ଦର ପରିବେଶରେ ପର୍ଯ୍ୟଟକମାନେ ବାହାର ଦୁନିଆକୁ ଭୁଲି ଯାଆନ୍ତି । କୁଲଢିଆର ପ୍ରକୃତିର ଦୃଶ୍ୟ ଖୁବ ମନୋରମ । ତେବେ ରାଜ୍ୟ ତଥା ଦେଶର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର…

ଚାରିମାସ ପରେ ଖୋଲିଲା କୁଲଡିହା ଅଭୟାରଣ୍ୟ

ବାଲେଶ୍ୱର(କେନ୍ଯୁଜ୍) : ଚାରିମାସ ପରେ ଖୋଲିଛି ବାଲେଶ୍ୱର ଜିଲ୍ଲାର କୁଲଡିହା ଅଭୟାରଣ୍ୟ । ପର୍ଯ୍ଯଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ଗୋହିରାଭୋଳଠାରେ ଏକ ନେଚର କ୍ୟାମ୍ପର ବ୍ୟବସ୍ଥା କରାଯାଇଛି । ପର୍ଯ୍ଯଟକଙ୍କ ରହିବା ପାଇଁ ୯ଗୋଟି ଟେଣ୍ଟର ବ୍ୟବସ୍ଥା ହୋଇଛି । ଏଥିରେ ପର୍ଯ୍ଯଟକମାନେ ରାତ୍ରୀ…