Browsing Tag

operation crime clean

ଅପରାଧମୁକ୍ତ ହେବ ରାଜଧାନୀ : ବିଭିନ୍ନ ସ୍ଥାନରେ ପୋଲିସ ଓ ଅବକାରୀ ବିଭାଗର ଚଢ଼ାଉ

ଭୁବନେଶ୍ବର : ପାଖେଇ ଆସୁଛି ହକି ମହାସମର । ପ୍ରସ୍ତୁତି ବି ଶେଷ ପର୍ଯ୍ୟାୟରେ ପହଁଞ୍ଚି ଗଲାଣି । ବିଶ୍ୱକପ୍‌ ପୂର୍ବରୁ ରାଜଧାନୀକୁ ଅପରାଧ ଓ ନିଶାମୁକ୍ତ କରିବା ପାଇଁ ପ୍ରୟାସ ଜାରି ରହିଛି । ବିଗତ କିଛିଦିନ ହେବ ରାଜଧାନୀର ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି କମିଶନରେଟ ପୋଲିସ ଓ ଅବକାରୀ ବିଭାଗ…