Browsing Tag

Oppo Reno 2

ଦୁନିଆରେ ପ୍ରଥମ ଏହି ସ୍ମାର୍ଟଫୋନ୍‌, କୌଣସି ଫୋନ କ୍ୟାମେରାରେ ନାହିଁ ଏମିତି ଖାସ୍‌ ଫିଚର

Oppo ଭାରତରେ ଫ୍ଲାଗସିପ ଓପୋ ରେନୋର ସକସେସର ସ୍ମାର୍ଟଫୋନ ଲଞ୍ଚ କରିବାର ତାରିଖ ଘୋଷଣା କରିଛନ୍ତି। ଚୀନ ସ୍ମାର୍ଟଫୋନ ନିର୍ମାଣକାରୀ କମ୍ପାନୀ ଟ୍ଵିଟ କରି ଯେଉଁ ଫଟୋ ସେୟାର କରିଛନ୍ତି ସେଥିରେ ଫୋନର ନାମ, ଲଞ୍ଚର ତାରିଖ,key ସ୍ପେଶିଫିକେସନ ଏବଂ ଫୋନର ଡିଜାଇନ ବିଷୟରେ ଜଣାଯାଇଛି। ଏହି ଫୋନର…