କିଟ୍ ନେପାଳ ଛାତ୍ରୀ ମୃତ୍ୟୁ ଘଟଣା : NHRC ପ୍ରୋସିଡିଙ୍ଗ ଉପରେ ରହିତାଦେଶ, ୨୯ରେ ପରବର୍ତ୍ତୀ ଶୁଣାଣି
କଟକ : କିଟରେ ନେପାଳୀ ଛାତ୍ରୀ ଜୀବନ ହାରିବା ଘଟଣାରେ ଜାତୀୟ ମାନବାଧିକାର ଆୟୋଗ ନେଇଥିବା ପ୍ରୋସିଡିଙ୍ଗ ଉପରେ ଓଡିଶା ହାଇକୋର୍ଟଙ୍କ ରହିତାଦେଶ । ହାଇକୋର୍ଟଙ୍କ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ କମିଶନ୍ ଦେଇଥିବା ପ୍ରୋସିଡିଙ୍ଗ ଅନୁସାରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ ନାହିଁ ।…