Below header

ହାଇକୋର୍ଟରେ ରତ୍ନଭଣ୍ଡାର ମାମଲା, ୪ ସପ୍ତାହ ମଧ୍ୟରେ କମିଟି ଅଧ୍ୟକ୍ଷ ନିଯୁକ୍ତି ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ

ଗଠନ ହେବ ରତ୍ନଭଣ୍ଡାର କମିଟି । କମିଟି ପାଇଁ ଗତ ୧୨ ତାରିଖରେ ପ୍ରସ୍ତାବ ରଖିଛି ଶ୍ରୀମନ୍ଦିର ପ୍ରଶାସନ । ରତ୍ନଭଣ୍ଡାର ତଦାରଖ ପାଇଁ ଗଠନ ହେବ ହାଇପାୱାର କମିଟି । ୪ ସପ୍ତାହ ମଧ୍ୟରେ ଗଠନ ହେବ ଏହି କମିଟି ।

ପୁରୀ (କେନ୍ୟୁଜ): ଗଠନ ହେବ ରତ୍ନଭଣ୍ଡାର କମିଟି । କମିଟି ପାଇଁ ଗତ ୧୨ ତାରିଖରେ ପ୍ରସ୍ତାବ ରଖିଛି ଶ୍ରୀମନ୍ଦିର ପ୍ରଶାସନ । ରତ୍ନଭଣ୍ଡାର ତଦାରଖ ପାଇଁ ଗଠନ ହେବ ହାଇପାୱାର କମିଟି । ୪ ସପ୍ତାହ ମଧ୍ୟରେ ଗଠନ ହେବ ଏହି କମିଟି । ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ହେବ କମିଟି । ଏ ନେଇ ହାଇକୋର୍ଟଙ୍କୁ ଅବଗତ କଲେ ରାଜ୍ୟ ସରକାର । ୪ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ସେପ୍ଟେମ୍ବର ୨୯ର ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ଆବେଦନ ହୋଇଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.