Browsing Tag

osrtc bus in odisha

OSRTC ବସ୍ ସହ ଘରୋଇ ବସ ମୁହାଁମୁହିଁ ଧକ୍କା, ଅଳ୍ପକେ ବର୍ତ୍ତିଲେ ୧୦ ଯାତ୍ରୀ

ହିଞ୍ଜିଳିକାଟୁ : ଦୁଇ ବସ୍ ମୁହାଁମୁହିଁ ଧକ୍କା । ଅଳ୍ପକେ ବର୍ତ୍ତିଲେ ୧୦ ଯାତ୍ରୀ । ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଲକ ଧନନ୍ତର ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଦୁର୍ଘଟଣା ଘଟିଛି। OSRTC ବସ୍ ସହ ଏକ ଘରୋଇ ବସ ମୁହାଁମୁହିଁ ଧକ୍କା ହୋଇଥିଲା । ଘରୋଇ ବସର ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି । ଆଜି…

ଆଜିଠୁ ସାଧାରଣ ଲୋକଙ୍କ ପାଇଁ ଆରମ୍ଭ ହୋଇଛି OSRTC ବସ୍‌ ସେବା

ଭୁବନେଶ୍ବର: ଆଜିଠୁ ସାଧାରଣ ଲୋକଙ୍କ ପାଇଁ OSRTC ବସ୍‌ ସେବା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୬୬ଟି ରୁଟ୍‌ରେ ବସ୍‌ ସେବା ଆରମ୍ଭ କରିବ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ। ପ୍ରଥମ ପର୍ଯ୍ୟାୟରେ ୯୬ଟି ବସ୍‌ ଚାଲିବ। ପର୍ଯ୍ୟାୟ କ୍ରମେ ଅଧିବ ରୁଟ୍‌ରେ ବସ୍‌ ସେବା ଆରମ୍ଭ ହେବ । ଅନ୍ୟପଟେ…