ଓଡିଶାରେ ସରକାରୀ ଚାକିରି, ଆଜି ହିଁ କରନ୍ତୁ ଆବେଦନ
ଓଡିଶା କର୍ମଚାରୀ ଚୟନ ଆୟୋଗ ଦ୍ୱାରା ଜାରି ହୋଇଥିବା ବିଜ୍ଞପ୍ତିରେ ଜୁନିଅର ଷ୍ଟେନୋଗ୍ରାଫର ପଦବୀ ପାଇଁ ଆବେଦନ ଗ୍ରହଣ କରାଯାଉଛି। ଯେଉଁ ଇଚ୍ଛୁକ ପ୍ରାର୍ଥୀ ଚାକିରି କରିବାକୁ ଚାହୁଁଚନ୍ତି, ସେମାନଙ୍କ ପାଇଁ ଆଜି ଅନ୍ତିମ ସୁଯୋଗ। ଆବେଦନ ପ୍ରକ୍ରିୟା ଆଜି ଅର୍ଥାତ୍ ୨୫ ସେପ୍ଟେମ୍ବର ରାତି…