ଓଡିଶାରେ ଖାଲି ପଡିଛି ଅନେକ ପଦବୀ, ୭ ସେପ୍ଟେମ୍ବର ପର୍ଯ୍ୟନ୍ତ କରିପାରିବେ ଆବେଦନ

କରୋନା ସମୟରେ ଓଡିଶା ସରକାର ଆସନ୍ତା ୨ ବର୍ଷ ପାଇଁ ନିଯୁକ୍ତି ବନ୍ଦ କରିଦେଇଥିବା ବେଳେ ଏବେ ଆଉ ଏକ ସୁଯୋଗ ରହିଛି। ଓଡିଶା କର୍ମଚାରୀ ଚୟନ ଆୟୋଗ (OSSC) ରେ ଖାଲିପଡିଥିବା ଅନେକ ପଦବୀ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଯୋଗ୍ୟ ଏବଂ ଇଚ୍ଛୁକ ପ୍ରାର୍ଥୀ ଏହି ପଦବୀରେ ଆବେଦନ କରିବାକୁ ଚାହୁଁଛନ୍ତି, ତେବେ ୭ ସେପ୍ଟେମ୍ବର ପର୍ଯ୍ୟନ୍ତ ଆବେଦନ କରିପାରିବେ। ସହାୟକ ବୈଜ୍ଞାନିକ ଅଧିକାରୀ ପଦବୀ ପାଇଁ ଏହି ଆବେଦନପତ୍ର ଗ୍ରହଣ କରାଯାଉଛି। ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବା ପୂର୍ବରୁ ଅଧିକାରକ େଓ୍ଵବସାଇଟକୁ ଯାଇ ନୋଟିଫିକେସନ ନିଶ୍ଚିତ ଭାବେ ପଢିନିଅନ୍ତୁ।

ପଦବୀ :

ସହାୟକ ବୈଜ୍ଞାନିକ ଅଧିକାରୀ : ୪୫

odisha

ବୟସ ସୀମା : ଆବେଦନ କରୁଥିବା ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୨୧ ବର୍ଷ ଏବଂ ସର୍ବାଧିକ ବୟସ ୩୨ ବର୍ଷ ନିର୍ଦ୍ଧାରିତ କରାଯାଇଛି।
ଗୁରୁତ୍ୱପୂର୍ଣ୍ଣ ତାରିଖ : ଆବେଦନ କରିବାର ତାରିଖ ୮ ଅଗଷ୍ଟରୁ ଆରମ୍ଭ ହେଉଥିବା ବେଳେ ଅନଲାଇନ ଆବେଦନପତ୍ର ଜମା କରିବାର ଶେଷ ତାରିଖ ୭ ସେପ୍ଟେମ୍ବର ରହିଛି।

କେମିତି କରିବେ ଆବେଦନ : ଏହି ପଦବୀରେ ଆବେଦନ କରିବା ପାଇଁ ଯୋଗ୍ୟ ପ୍ରାର୍ଥୀ ଅଧିକାରକ େଓ୍ଵବସାଇଠ http://www.ossc.gov.in/ କୁ ଯାଇ ଦିଆଯାଇଥିବା ନୋଟିଫିକେସନକୁ ଡାଉନଲୋଡ କରି ଭଲଭାବେ ପଢନ୍ତୁ। ସମସ୍ତଙ୍କ ବିବରଣୀ ସହିତ ନିର୍ଦ୍ଦେଶ ଅନୁଯାୟୀ ଆବେଦନ କରନ୍ତୁ। କୌଣସି ପ୍ରକାର ତ୍ରୁଟି ଆବେଦନ ପତ୍ର ଗ୍ରହଣ କରାଯିବ ନାହିଁ।

ଚୟନ ପ୍ରକ୍ରିୟା : ଯୋଗ୍ୟ ପ୍ରାର୍ଥୀଙ୍କ ଚୟନ ଲିଖିତ ଏବଂ ମୌଖିକ ଆଧାରରେ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.