Below header
Browsing Tag

ouat student

ଓୟୁଏଟିରେ ଛାତ୍ର ଅଶାନ୍ତି, ଅନଲାଇନ୍‌ ପରୀକ୍ଷା ଦାବିରେ କୁଳପତିଙ୍କୁ ଘେରିଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର(କେ.ନ୍ୟୁଜ): ଓୟୁଏଟିରେ ଛାତ୍ର ଅଶାନ୍ତି । ଅନଲାଇନ୍‌ ପରୀକ୍ଷା ଦାବିରେ କୁଳପତିଙ୍କୁ ଘେରିଲେ ଛାତ୍ରଛାତ୍ରୀ । ଗତ କିଛିଦିନ ତଳେ ଓୟୁଏଟିରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲା । ତେଣୁ ସଂକ୍ରମଣ ଭୟ ସାଙ୍ଗକୁ କରୋନା ବ୍ୟାପିବା ଆଶଙ୍କା କରାଯାଉଛି । ଏଭଳି ସ୍ଥିତିରେ ଅନଲାଇନ…

ଓୟୁଏଟିରେ ର‍୍ୟାଗିଂ ଅଭିଯୋଗ, ଥାନାକୁ ଗଲେ ଦୁଇ ଛାତ୍ର

ଭୁବନେଶ୍ୱର (କେ ନ୍ୟୁଜ୍‌) : ପୁଣି କଲେଜରେ ର‍୍ୟାଗିଂ ଭିଯୋଗ । ଓୟୁଏଟି କୃଷି ବିଭାଗ ପ୍ରଥମ ବର୍ଷ ର ଛାତ୍ରଙ୍କୁ ରାଙ୍ଗି ଅଭିଯୋଗ। ଦୁଇଜଣ ଛାତ୍ରଙ୍କୁ ସିନିଅର ଛାତ୍ରମାନେ ଲୁହା ରଡ୍‌ରେ ପିଟିବା ସହ, ଖରାରେ ଠିଆ ହେବାକୁ ବାଧ୍ୟ କରିଥିଲେ ବୋଲି ଅଭିଯୋଗ ହୋଇଛି । ଏ ନେଇ ଆଜି ଦୁଇ ଛାତ୍ର…