Below header
Browsing Tag

pablo escobar

ଦୁନିଆର ସବୁଠୁ ବଡ ଏବଂ କୁଖ୍ୟାତ ଡ୍ରଗ ମାଫିଆ, ଯାହାଙ୍କ ପଇସାକୁ କାଟିଦେଉଥିଲେ ମୂଷା ଓ ଲାଗିଯାଉଥିଲା ଉଇ

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ପରେ ପୁଣି ଡ୍ରଗ୍ସକୁ ନେଇ ଖୋଳତାଡ ଆରମ୍ଭ ହୋଇଯାଇଛି। ବଲିଉଡ ଏବଂ ଡ୍ରଗ୍‌ କାରବାର ସହିତ ସଂପୃକ୍ତି ଥିବା ଘଟଣା କିଛି ନୂଆ ନୁହେଁ। ବେଆଇନ ଡ୍ରଗ୍ସ କାରବାରର ଇତିହାସ ବହୁତ ପୁରୁଣା। ଯାହା ବିଷୟରେ ଚିନ୍ତା କରିବା ମଧ୍ୟ ଅସମ୍ଭବ। ଏମିତି ଅନେକ ଡ୍ରଗ ମାଫିଆ…

ଏ ହେଉଛନ୍ତି ଦୁନିଆର ସବୁଠୁ ଧନୀ ଅପରାଧୀ, ଯିଏ ଶୀତ ଲାଗିଲେ ବିଡ଼ା ବିଡ଼ ଟଙ୍କା ଜଳାଇ ନିଆଁ ପୁଅଁନ୍ତି !

ଆପଣ ଅନେକ ଅପରାଧୀଙ୍କ ବିଷୟରେ ଶୁଣିଥିବେ। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଜଣେ ଅପରାଧୀଙ୍କ ବିଷୟରେ କହିବାକୁ ଯାଉଛୁ, ଯାହାଙ୍କୁ ଦୁନିଆର ସବୁଠାରୁ ଧନୀ ଅପରାଧୀ କୁହାଯାଇଥାଏ। ଏହି ଅପରାଧୀଙ୍କ ନାଁ ଥିଲା 'ପାବଲୋ ଏସ୍କୋବାର'। ଏସ୍କୋବାରଙ୍କୁ 'କିଙ୍ଗ ଅଫ କୋକିନ' ମଧ୍ୟ କୁହାଯାଉଥିଲା। ସେ…