Below header
Browsing Tag

pakhal bhog

ଶ୍ରୀ ଶ୍ରୀ ନୃସିଂହନାଥଙ୍କ ପୀଠରେ ଲାଗି ହେଲା ପଖାଳ ଭୋଗ

ବରଗଡ଼ : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗନ୍ଧମାର୍ଦ୍ଦନ ପାଦ ଦେଶରେ ଅବସ୍ଥିତ ମହାପ୍ରଭୁ ଶ୍ରୀନୃସିଂହନାଥ ମନ୍ଦିର । ପ୍ରାକୃତିକ ପରିବେଶରେ ଅବସ୍ଥିତ ଏ ପୀଠର ସୌନ୍ଦର୍ଯ୍ୟ ଓ ପରମ୍ପରା ଅନନ୍ୟ । ଗ୍ରୀଷ୍ମ ତାତିରୁ ରକ୍ଷା ପାଇଁ ପ୍ରଭୁଙ୍କ ପାଖରେ ଏବେ ଲାଗି ହେଉଛି ପଖାଳ ଭୋଗ । ବୈଶାଖ ଶକ୍ଳ…