Below header
Browsing Tag

pangolins smuggling

ଡିଲ୍‌ ବେଲେ ମାଡିବସିଲା STF: ଗୋଟିଏ ଜୀବନ୍ତ ବଜ୍ରକାପ୍ତା ସହ ଏକ ଟାଟା ଇଣ୍ଡିଗୋ ଗାଡି ଜବତ, ୨ଗିରଫ

ଖୋର୍ଦ୍ଧା(କେନ୍ଯୁଜ୍): STF ପଞ୍ଝାରେ ବଜ୍ରକାପ୍ତା ଚୋରା ଚାଲାଣକାରୀ। ଡିଲ୍‌ ବେଲେ ମାଡିବସିଲା। ଗୋଟିଏ ଜୀବନ୍ତ ବଜ୍ରକାପ୍ତା ସହ ଏକ ଟାଟା ଇଣ୍ଡିଗୋ ଗାଡି ଜବତ। ଖୋର୍ଦ୍ଧା ପିତାପଲି ଅଞ୍ଚଳରୁ ୨ଜଣ ଚୋରା ଚାଲାଣକାରୀଙ୍କୁ ମଧ୍ୟ ଗିରଫ କରିଛି STF। ଗିରଫ ଦୁଇ ଜଣ କୈଳାସ ଖୋସଲା ଓ ଚୈତନ୍ୟ…

ଭୁବନେଶ୍ୱର ଆଇଜି ପାର୍କରେ ବଜ୍ରକାପ୍ତା ଡିଲ୍‌: ମାଡି ବସିଲା STF, ବେପାରୀ ଗିରଫ

ଭୁବନେଶ୍ୱର(କେନ୍ଯୁଜ୍): ଭୁବନେଶ୍ୱରରେ ବଜ୍ରକାପ୍ତା ଡିଲ୍‌। ଆଇଜି ପାର୍କରେ ଡିଲ୍‌ ବେଳେ ମାଡି ବସିଲା STF । ଜଣେ ବଜ୍ରକାପ୍ତା ବେପାରୀକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଟିମ୍‌। ଏସଟିଏଫର ୫ଜଣିଆ ଟିମ୍‌ ଗ୍ରାହକ ହୋଇ ବେପାରୀ ସହ ମୂଲଚାଲ କରିଥିଲେ। ବଜ୍ରକାପ୍ତା କାତି ପାଇଁ ମଧ୍ୟ…