Below header
Browsing Tag

panic attack

ଜାଣନ୍ତୁ ଆନଜାଇଟି ଆଟାକ୍‌ ଏବଂ ପ୍ୟାନିକ୍‌ ଆଟାକ୍‌ ମଧ୍ୟରେ କ’ଣ ରହିଛି ପାର୍ଥକ୍ୟ

ଲୋକମାନଙ୍କ ବର୍ତ୍ତମାନର ଲାଇଫ୍‌ଷ୍ଟାଇଲ୍‌ ଯୋଗୁ ମାନସିକ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡୁଛି । ତେବେ ସେ କାମର ପ୍ରେସର, ନଚେତ ସେ ପରସ୍ପର ଠାରୁ କାମରେ ଆଗକୁ ବଢିବା ପାଇଁ କମ୍ପିଟିସନ୍‌, ଇର୍ସା କିମ୍ବା କୌଣସି କଥାରେ ସଫଳତା ଓ ବିଫଳତା ଇତ୍ୟାଦି ଜିନିଷ ଯୋଗୁଁ ଲୋକମାନେ ଅଧିକ ଷ୍ଟେସ୍‌…

ବିଗ୍‌ବସ୍‌ ୧୫ରେ ଏଣ୍ଟ୍ରି କରିବା ପୂର୍ବରୁ ହିଁ ଫେରିଆସିଲେ ଅଫ୍‌ସାନା ଖାନ୍‌, ଦେହ ଖରାପ ହେବାରୁ ଛାଡ଼ିଲେ ଶୋ’

ବିଗ୍‌ବସ୍‌ ୧୫ରେ ଏଣ୍ଟ୍ରି କରିବା ପୂର୍ବରୁ ହିଁ ଶୋ’ ଛାଡ଼ିଲେ ପଞ୍ଜାବୀ କଣ୍ଠଶିଳ୍ପୀ ଅଫସାନା ଖାନ୍‌। ଅଫ୍‌ସାନାଙ୍କ ଦେହ ଖରାପ ହେବାରୁ ସେ ସ୍ୱାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ବିଗ୍‌ବସ୍‌ ହାଉସ୍‌ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଘରକୁ ଫେରିବା ପରେ ଅଫସାନ୍‌ ଫ୍ୟାନ୍‌ଙ୍କ ପାଇଁ ମେସେଜ୍‌…