ବଢ଼ିଲା ପାରାଦ୍ବୀପ ବନ୍ଦର ସୁରକ୍ଷା: ସବୁ ଜାହାଜ ଉପରେ ନଜର, ପାଟ୍ରୋଲିଂ କଡ଼ାକଡ଼ି
ପାରାଦୀପ: ପାରାଦୀପରେ ହାଇ ଆଲର୍ଟ । ବଢ଼ିଲା ପାରାଦ୍ବୀପ ବନ୍ଦର ସୁରକ୍ଷା । ଉତ୍ତେଜନାକୁ ଦୃଷ୍ଟିରେ ରଖି ବଢ଼ିଲା ବନ୍ଦର ସୁରକ୍ଷା । ଏନେଇ ସୂଚନା ଦେଲେ ପାରାଦ୍ବୀପ ପୋର୍ଟ ଅଧ୍ୟକ୍ଷ । ବନ୍ଦର ସୁରକ୍ଷା ସ୍ତର ୨କୁ ବୃଦ୍ଧି କରାଯାଇଛି । ସୁରକ୍ଷା ସ୍ତର ବୃଦ୍ଧି ସହ ସବୁ ଜାହାଜ ଉପରେ ନଜର…