Below header
Browsing Tag

pari dead case

ପରୀ ହତ୍ୟା ମାମଲାରେ ଏସଆଇଟି ହାତରେ ଆଉ ଗୋଟିଏ ପ୍ରମାଣ, ନାବାଳିକା ନାକରୁ ବାହାରିଥିବା ରକ୍ତ ପୋଛିଥିବା ଟାଓ୍ଵଲ ଜବତ

କେନ୍ୟୁଜ୍(ବ୍ୟୁରୋ):  ପରୀ ହତ୍ୟା ମାମଲାରେ ଏସଆଇଟି ହାତରେ ଆଉ ଗୋଟିଏ ପ୍ରମାଣ । ପୋଖରୀରୁ ମିଳିଛି ନାବାଳିକାଙ୍କ ଲେଗିଙ୍ଗସ୍‌ । ତାପୂର୍ବରୁ ଜଳ ନିଷ୍କାସନ କରାଯାଇଥିଲା । ପୋଖରୀ ଘାଣ୍ଟି ଅଧିକ ତଥ୍ୟ ପ୍ରମାଣ ଯୋଗଡ଼ କରୁଛି ଏସଆଇଟି । ଓଡ୍ରାଫ ଟିମ୍‌ ପାଣି ଭିତରେ ଖୋଜାଖୋଜି କରୁଛନ୍ତି ।…

ପରୀର ମୃତ୍ୟୁ କେମିତି ହେଲା ? ତଦନ୍ତ କରିବ କ୍ରାଇମବ୍ରାଞ୍ଚ

କେନ୍ୟୁଜ୍(ବ୍ୟୁରୋ):  ନୟାଗଡ଼ ପରୀ ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଏନେଇ ତଦନ୍ତକାରୀ ସଂସ୍ଥାକୁ କୁହାଯାଇଛି । ଆଜି ବିଧାନସଭାରେ ବିବୃତି ରଖିଛନ୍ତି ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର । ସେ କହିଛନ୍ତି, ଏସସିବି ମେଡିଲାକ କଲେଜର ଡାକ୍ତରଙ୍କ…