Below header
Browsing Tag

pari murder case follow up

ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ଓ ଦୁଷ୍କର୍ମ ଘଟଣା: ଆଜି କୋର୍ଟରେ ହାଜର ହେବ ଅଭିଯୁକ୍ତ, ବାଳ ସ୍ୱଧାର ଗୃହରୁ କଡା…

ନୟାଗଡ଼: ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ଓ ଦୁଷ୍କର୍ମ ଘଟଣାରେ ଆଜି କୋର୍ଟରେ ହାଜର ହେବ ଅଭିଯୁକ୍ତ। ନୟାଗଡ଼ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡରେ ତାକୁ ହାଜର କରାଯିବ। ଅନୁଗୁଳ ବାଳ ସ୍ୱଧାର ଗୃହରୁ କଡା ସୁରକ୍ଷା ମଧ୍ୟରେ ଅଣାଯାଇ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡରେ ହାଜର କରାଯିବ। ଅଭିଯୁକ୍ତର…

ବହୁଚର୍ଚ୍ଚିତ ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ମାମଲାରେ ହାଇକୋର୍ଟରେ ଶୁଣାଣି: ତଦନ୍ତର ଚାର୍ଜସିଟ୍‌ ରିପୋର୍ଟ ଦାଖଲ…

ନୟାଗଡ଼ : ବହୁଚର୍ଚ୍ଚିତ ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ମାମଲାରେ ହାଇକୋର୍ଟରେ ଶୁଣାଣି। ତଦନ୍ତର ଚାର୍ଜସିଟ୍‌ ରିପୋର୍ଟ ଦାଖଲ କରିବାକୁ ଏସ୍‌ଆଇଟିକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଜାନୁଆରୀ ୧୨ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ପୂର୍ବରୁ ଅଦାଲତଙ୍କ ନିର୍ଦ୍ଦେଶ ଅନୁଯାୟୀ ତଦନ୍ତର…

ଯଦୁପୁର ନାବାଳିକା ମର୍ଡର ମିଷ୍ଟ୍ରିର ଖୁଲାସା: ହତ୍ୟା ପରେ ଦୁଷ୍କର୍ମ ଉଦ୍ୟମ କରିଥିଲା ଅଭିଯୁକ୍ତ, ଜଳ ନିଷ୍କାସନ ପରେ…

ନୟାଗଡ଼ : ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ଓ ଦୁଷ୍କର୍ମ ମାମଲା । ପୋଖରୀରୁ ଜଳ ନିଷ୍କାସନ ପରେ ଜବତ ହେଲା ମୃତ ନାବାଳିକାର ଲେଗିଙ୍ଗସ୍‌ । ଗତକାଲି ସକାଳୁ ଘର ପାଖ ପୋଖରୀରୁ ଓଡ୍ରାଫ୍‌ ଟିମ୍‌ ସହାୟତାରେ ପାଣି ନିଷ୍କାସନ ପ୍ରକ୍ରିୟା ଜାରି ରଖିଥିଲା ଏସ୍‌ଆଇଟି । ଦୀର୍ଘ ୧୭ ଘଣ୍ଟା ପରେ ମୃତ…

ଜୁଲାଇ ମାସରୁ ଘଟିଲାଣି ଘଟଣା, ଏଯାଏ କାହିଁକି ଅଭିଯୁକ୍ତଙ୍କୁ କରାଯାଇନାହିଁ ଗିରଫ : ହାଇକୋର୍ଟ

ଭୁବନେଶ୍ବର: ପରୀ ହତ୍ୟା ମାମଲାର ତଦନ୍ତ ନେଇ ହାଇକୋର୍ଟ କ୍ଷୁବ୍ଧ । ଜୁଲାଇ ମାସରୁ ଘଟଣା ଘଟିଲାଣି, ଅଭିଯୁକ୍ତଙ୍କୁ ଏଯାଏ କାହିଁକି ଗିରଫ କରାଯାଇନାହିଁ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି । ଏହାସହ ପରୀ ପରିବାରକୁ ସୁରକ୍ଷା ଯୋଗାଇ ଦେବାକୁ ନୟାଗଡ଼ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।…

ନୟାଗଡ଼ରେ IPS ଯଶଓ୍ଵନ୍ତ ଜେଠ୍‌ଓ୍ଵା, ‘ପରୀ’ ମୃତ୍ୟୁ ମାମଲାର କରୁଛନ୍ତି ସରଜମିନ ତଦନ୍ତ

ନୟାଗଡ଼ : ନୟାଗଡ଼ରେ IPS ଯଶଓ୍ଵନ୍ତ ଜେଠ୍‌ଓ୍ଵା । ‘ପରୀ’ ମୃତ୍ୟୁ ମାମଲାର ତଦାରଖ କରିବେ । ବୁଧବାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା । ଏହା ପରେ ଆଜି ସରଜମିନ ତଦନ୍ତ ପାଇଁ ନୟାଗଡ଼ ଯାଇଛନ୍ତି ଜେଠୱା । ଗତକାଲି ତିନି ଜଣିଆ ଟିମ୍‌ ଯଦୁପୁର ଗାଁରେ ପହଞ୍ଚିବା ପରେ ସଦର ଥାନାରୁ…