Below header

ନୟାଗଡ଼ରେ IPS ଯଶଓ୍ଵନ୍ତ ଜେଠ୍‌ଓ୍ଵା, ‘ପରୀ’ ମୃତ୍ୟୁ ମାମଲାର କରୁଛନ୍ତି ସରଜମିନ ତଦନ୍ତ

ନୟାଗଡ଼ : ନୟାଗଡ଼ରେ IPS ଯଶଓ୍ଵନ୍ତ ଜେଠ୍‌ଓ୍ଵା । ‘ପରୀ’ ମୃତ୍ୟୁ ମାମଲାର ତଦାରଖ କରିବେ । ବୁଧବାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା । ଏହା ପରେ ଆଜି ସରଜମିନ ତଦନ୍ତ ପାଇଁ ନୟାଗଡ଼ ଯାଇଛନ୍ତି ଜେଠୱା ।

ଗତକାଲି ତିନି ଜଣିଆ ଟିମ୍‌ ଯଦୁପୁର ଗାଁରେ ପହଞ୍ଚିବା ପରେ ସଦର ଥାନାରୁ ପଚରାଉଚରା ଆରମ୍ଭ କରିଥିଲା । କୌଣସି ଦୋଷୀ ଖସିଯାଇପାରିବେ ନାହିଁ। ଯିଏ ବି ଦୋଷୀ ହୋଇଥିବ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ADG କହିଛନ୍ତି। ADG ଆଇନଶୃଙ୍ଖଳା ଜେଠ୍‌ଓ୍ଵା ଏବେ କ୍ରାଇମ୍‌ବ୍ରାଞ୍ଚ ADG ଦାୟିତ୍ୱରେ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.