Browsing Tag

pari murder case in odisha

ବହୁ ଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟାକାଣ୍ଡ ମାମଲା: ମୁଖ୍ୟ ଅଭିଯୁକ୍ତକୁ ୧୦ ଦିନ ଅନ୍ତରୀଣ ଜାମିନ୍

ନୟାଗଡ଼(କେନ୍ୟୁଜ୍): ବହୁ ଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ୧୦ ଦିନ ଅନ୍ତରୀଣ ଜାମିନ ମିଳିଛି । ହାଇକୋର୍ଟ ଅଭିଯୁକ୍ତକୁ ୧୦ ଦିନ ଅନ୍ତରୀଣ ଜାମିନ ମଞ୍ଜୁର କରିଛନ୍ତି । ଜାମିନ ପାଇଁ ନିମ୍ନ ଅଦାଲତ ଆବଶ୍ୟକ ସର୍ତ୍ତ ଧାର୍ଯ୍ୟ କରିବେ ବୋଲି ହାଇକୋର୍ଟ କହିଛନ୍ତି । ୧୦…

ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀର ଆଜି ସରୁଛି ରିମାଣ୍ଡ ଅବଧି

ନୟାଗଡ଼: ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀର ଆଜି ସରୁଛି ରିମାଣ୍ଡ ଅବଧି। ମାମଲାରେ ଧିକ ତଥ୍ୟ ହାସଲ ପାଇଁ ଅଭିଯୁକ୍ତକୁ ୩ ଦିନିଆ ରିମାଣ୍ଡରେ ନେଇଥିଲା SIT। ରିମାଣ୍ଡ ଅବଧି ସରିବା ପରେ ଆଜି ତାକୁ ନୟାଗଡ଼ ପକ୍‌ସୋ କୋର୍ଟରେ ହାଜର କରାଯିବ। ଗତକାଲି…

ଯଦୁପୁର ନାବାଳିକା ମର୍ଡର ମିଷ୍ଟ୍ରିର ଖୁଲାସା: ହତ୍ୟା ପରେ ଦୁଷ୍କର୍ମ ଉଦ୍ୟମ କରିଥିଲା ଅଭିଯୁକ୍ତ, ଜଳ ନିଷ୍କାସନ ପରେ…

ନୟାଗଡ଼ : ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ଓ ଦୁଷ୍କର୍ମ ମାମଲା । ପୋଖରୀରୁ ଜଳ ନିଷ୍କାସନ ପରେ ଜବତ ହେଲା ମୃତ ନାବାଳିକାର ଲେଗିଙ୍ଗସ୍‌ । ଗତକାଲି ସକାଳୁ ଘର ପାଖ ପୋଖରୀରୁ ଓଡ୍ରାଫ୍‌ ଟିମ୍‌ ସହାୟତାରେ ପାଣି ନିଷ୍କାସନ ପ୍ରକ୍ରିୟା ଜାରି ରଖିଥିଲା ଏସ୍‌ଆଇଟି । ଦୀର୍ଘ ୧୭ ଘଣ୍ଟା ପରେ ମୃତ…

ନୟାଗଡ଼ ନାବାଳିକା ହତ୍ୟା ମାମଲା: ଲକ୍ଷ୍ମୀପ୍ରସାଦ ସରପଞ୍ଚଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୟାଗଡ଼ : ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ମାମଲା, ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏନେଇ ଆବେଦନକାରୀ ୧୫ ଦିନ ମଧ୍ୟରେ ଏସ୍‌ପିଙ୍କ ନିକଟରେ ଆବେଦନ କରିବାକୁ କୁହାଯାଇଛି। ଆବେଦନର ସପ୍ତାହକ ମଧ୍ୟରେ ସୁରକ୍ଷା ନେଇ…

ଜୁଲାଇ ମାସରୁ ଘଟିଲାଣି ଘଟଣା, ଏଯାଏ କାହିଁକି ଅଭିଯୁକ୍ତଙ୍କୁ କରାଯାଇନାହିଁ ଗିରଫ : ହାଇକୋର୍ଟ

ଭୁବନେଶ୍ବର: ପରୀ ହତ୍ୟା ମାମଲାର ତଦନ୍ତ ନେଇ ହାଇକୋର୍ଟ କ୍ଷୁବ୍ଧ । ଜୁଲାଇ ମାସରୁ ଘଟଣା ଘଟିଲାଣି, ଅଭିଯୁକ୍ତଙ୍କୁ ଏଯାଏ କାହିଁକି ଗିରଫ କରାଯାଇନାହିଁ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି । ଏହାସହ ପରୀ ପରିବାରକୁ ସୁରକ୍ଷା ଯୋଗାଇ ଦେବାକୁ ନୟାଗଡ଼ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।…

ନୟାଗଡ଼ରେ IPS ଯଶଓ୍ଵନ୍ତ ଜେଠ୍‌ଓ୍ଵା, ‘ପରୀ’ ମୃତ୍ୟୁ ମାମଲାର କରୁଛନ୍ତି ସରଜମିନ ତଦନ୍ତ

ନୟାଗଡ଼ : ନୟାଗଡ଼ରେ IPS ଯଶଓ୍ଵନ୍ତ ଜେଠ୍‌ଓ୍ଵା । ‘ପରୀ’ ମୃତ୍ୟୁ ମାମଲାର ତଦାରଖ କରିବେ । ବୁଧବାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା । ଏହା ପରେ ଆଜି ସରଜମିନ ତଦନ୍ତ ପାଇଁ ନୟାଗଡ଼ ଯାଇଛନ୍ତି ଜେଠୱା । ଗତକାଲି ତିନି ଜଣିଆ ଟିମ୍‌ ଯଦୁପୁର ଗାଁରେ ପହଞ୍ଚିବା ପରେ ସଦର ଥାନାରୁ…