ବିନା ଟେନସନରେ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ
ଆରମ୍ଭ ହେବ ପରୀକ୍ଷା ଋତୁ । ବିନା ଟେନସନରେ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ । ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କ ସହ ମନର କଥାରେ ମୋଦି । ଚିନ୍ତାମୁକ୍ତ ଓ ଚାପମୁକ୍ତ ରହିବାକୁ କହିଲେ ପ୍ରଧାନମନ୍ତ୍ରୀ । ନିଜ ଉପରେ ବିଶ୍ବାସ ରଖନ୍ତୁ, ବିଶ୍ବାସ…