Below header
Browsing Tag

parineeri chopra

ମହାରାଣୀଙ୍କ ଭଳି ପରିଣୀତିଙ୍କୁ ସ୍ୱାଗତ କଲେ ଶ୍ୱଶୁର ଘର, ଖୁସିରେ ନାଚି ଉଠିଲେ ରାଘବଙ୍କ ସ୍ତ୍ରୀ

ପରିଣୀତି ଓ ରାଘବଙ୍କ ବିବାହକୁ ନେଇ ବଲିଉଡରେ ଚର୍ଚ୍ଚା ଲାଗି ରହିଛି । ଏହି ଯୋଡ଼ିଙ୍କ ବିବାହ ପୋଷାକ ଠାରୁ ଆରମ୍ଭ କରି ବିବାହ ସ୍ଥାନ ପର୍ଯ୍ୟନ୍ତ ସବୁକିଛି ଚର୍ଚ୍ଚାରେ ଏବେ ବି ରହିଛି । ପରିଣୀତି ଚୋପ୍ରା ଏବଂ ରାଘବ ଚଢା ସେପ୍ଟେମ୍ବର ୨୪ରେ ଉଦୟପୁରର ଲୀଲା ପ୍ୟାଲେସରେ ରାଜକୀୟ ଢଙ୍ଗରେ ବିବାହ…

ଆସନ୍ତାକାଲି ହାତକୁ ଦିହାତ ହେବେ ପରିଣୀତି ଓ ରାଘବ

ଅପେକ୍ଷାର ଅନ୍ତ ହେବାକୁ ଯାଉଛି । ଆସନ୍ତାକାଲି ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆପ୍ ନେତା ରାଘବ ଚଢା ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏହି ବିବାହରେ ଅନେକ ବଡ ବଡ ବ୍ୟକ୍ତିତ୍ୱ ସାମିଲ ହେବେ । ତେବେ ଆସନ୍ତୁ ଜାଣିବା କଣ ରହିଛି ଏହି ବିବାହର କାର୍ଯ୍ୟସୂଚୀ :…

ନିଜ ବାୟୋପିକର ଫାଷ୍ଟ ଲୁକ ସେୟାର କଲେ ସାୟନା ଓ ପରିଣିତିଙ୍କୁ ଜଣାଇଲେ ଶୁଭେଚ୍ଛା

ବ୍ୟାଡମିଣ୍ଟନ ଷ୍ଟାର ସାୟନା ନେହବାଲଙ୍କ ଜୀବନି ଉପରେ ପ୍ରସ୍ତୁତ ହେବାକୁ ଯାଉଥିବା ଚଳଚ୍ଚିତ୍ରରେ ପରିଣିତି ଚୋପ୍ରା ନଜର ଆସିବାକୁ ଯାଉଛନ୍ତି । ନିକଟରେ ସାୟନା ଏହି ଫିଲ୍ମର ଫାଷ୍ଟ ଲୁକ ସେୟାର କରିବା ସହିତ ପରିଣିତି ଚୋପ୍ରାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନେହବାଲ ନିଜର ଟ୍ୱିଟରେ ଲେଖିଛନ୍ତି…