Below header
Browsing Tag

parrot video

ଯୁବତୀଙ୍କୁ ଶୁଆ କିସ୍‌ କରୁଥିବାର ଦେଖି ପାଗଳ ହେଲେ କୋଟିଏ ଲୋକ, ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ସେୟାର ହୋଇଥାଏ। ଆଉ ଏହିସବୁ ଭିଡିଓ ଅଧିକାଂଶ ଜୀବଜନ୍ତୁଙ୍କ ସହ ସଂପର୍କିତ ହୋଇଥାଏ। ଲୋକେ ଏହିସବୁ ଭିଡିଓ ଦେଖିବାକୁ ବହୁତ ପସନ୍ଦ କରନ୍ତି ମଧ୍ୟ। ଏବେ ସୋସିଆଲ ମିଡିଆରେ ଏକ ଶୁଆ ଏବଂ ମାଲିକ ମଧ୍ୟରେ କଥାବାର୍ତ୍ତା ହେଉଥିବାର ଏକ ଭିଡିଓ…

ସୁର-ତାଳ-ଲୟରେ ଗାଉଛି ଏହି ଶୁଆ, ଶୁଣିଲେ ଆପଣ ବି କରିପାରିବେନି ବିଶ୍ୱାସ; ଦେଖନ୍ତୁ ଭିଡିଓ

ଶୁଆର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। କେଉଁ ଭିଡିଓରେ ଶୁଆ କଥା କହୁଥାଏ ତ ଆଉ କେଉଁଥିରେ ମାଲିକର ପ୍ରତିଟି କଥା ମାନିଥାଏ। କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଶୁଆ ନିଆରା ଉପାୟରେ ଗୀତ ଗାଉଥିବା ଦେଖିବାକୁ ମିଳିଛି। ଏହି ଶୁଆକୁ ଲୋକମାନେ ଖୁବ୍‌…

ଦେଖନ୍ତୁ Viral Video: ଛୋଟ ଛୋଟ ଶୁଆ ନିଜ ନିଜ ଭିତରେ ବନାଇଲେ ଟିମ, ତା’ପରେ ଖେଳିବାକୁ ଲାଗିଲେ Volleyball

ପକ୍ଷୀମାନଙ୍କର ନିଜର ଖେଳ ଥାଏ। କିନ୍ତୁ କେବେ ଏମାନେ ମଣିଷଙ୍କ ଖେଳ ଖେଳୁଥିବାର ଆପଣ ଦେଖିଛନ୍ତି? ସୋସିଆଲ ମିଡିଆରେ ଏବେ ଏକ ଭିଡ଼ିଓ ଖୁବ ଭାଇରଲ ହେବାରେ ଲାଗିଛି, ଯାହାକୁ ୟୁଜରମାନେ ବହୁତ ପସନ୍ଦ କରିଛନ୍ତି। ଭିଡ଼ିଓରେ ଛୋଟ ଛୋଟ ଶୁଆମାନେ ଭଲିବଲ ଖେଳୁଥିବାର ନଜର ଆସୁଛନ୍ତି। ଏହି ସୁନ୍ଦର…