Below header

ଦେଖନ୍ତୁ Viral Video: ଛୋଟ ଛୋଟ ଶୁଆ ନିଜ ନିଜ ଭିତରେ ବନାଇଲେ ଟିମ, ତା’ପରେ ଖେଳିବାକୁ ଲାଗିଲେ Volleyball

ପକ୍ଷୀମାନଙ୍କର ନିଜର ଖେଳ ଥାଏ। କିନ୍ତୁ କେବେ ଏମାନେ ମଣିଷଙ୍କ ଖେଳ ଖେଳୁଥିବାର ଆପଣ ଦେଖିଛନ୍ତି? ସୋସିଆଲ ମିଡିଆରେ ଏବେ ଏକ ଭିଡ଼ିଓ ଖୁବ ଭାଇରଲ ହେବାରେ ଲାଗିଛି, ଯାହାକୁ ୟୁଜରମାନେ ବହୁତ ପସନ୍ଦ କରିଛନ୍ତି। ଭିଡ଼ିଓରେ ଛୋଟ ଛୋଟ ଶୁଆମାନେ ଭଲିବଲ ଖେଳୁଥିବାର ନଜର ଆସୁଛନ୍ତି।

ଏହି ସୁନ୍ଦର ଭିଡ଼ିଓକୁ ଟୁଇଟର ୟୁଜର @Thund3rB0lt ସେୟାର କରିଛନ୍ତି। ଏଥିରେ ଦେଖିବାକୁ ମିଳୁଛି କି, ନେଟର ଗୋଟିଏ ପଟେ ସବୁଜ ରଙ୍ଗର ଶୁଆ ଅଛନ୍ତି ଏବଂ ଅନ୍ୟପଟେ ହଳଦିଆ ରଙ୍ଗର ଶୁଆ। ଆଖପାଖରେ ବଚାପାର୍ଟି ବସିଛନ୍ତି, ଯେଉଁମାନେ ଦର୍ଶକଙ୍କ ଭଳି ମଜାଦାର ଗେମର ଲାଭ ଉଠାଉଛନ୍ତି। ୧୧ ସେକେଣ୍ଡର ଏହି ଭିଡ଼ିଓକୁ ୧୯ ଅକ୍ଟୋବରରେ ସେୟାର କରାଯାଇଥିଲା। ଏ ପର୍ଯ୍ୟନ୍ତ ଏହାକୁ ୩ ହଜାରରୁ ଅଧିକ ଭିୟୁଜ ମିଳିସାରିଲାଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.