Below header
Browsing Tag

parvati

ବଞ୍ଚିବା ପାଇଁ ବାଜି ଲାଗିଛି ପାର୍ବତୀଙ୍କ ଜୀବନ, ଅର୍ଥ ଅଭାବରୁ ହୋଇପାରୁନାହିଁ ଚିକିତ୍ସା

ଜୟପୁର: ଖଟରେ ପଡି ରହିଛନ୍ତି ଏନ୍ ପାର୍ବତୀ । ବୟସ ପାଖାପାଖି ୫୦ ହେବ । ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ୬ମାସ ଧରି ସେ ଏମିତି ଖଟ ଉପରେ ଅସୁସ୍ଥ ଅବସ୍ଥାରେ ପଡିରହିଛନ୍ତି । ଧୁଡୁ ଧୁଡୁ ଚମ ସାଙ୍ଗକୁ ଶରୀରରେ କେବଳ ହାଡ ଦୁଇଟି ଲାଗିଛି । ପାଣି ଟୋପାଏ ଛାଡିଦେଲେ ପେଟକୁ ଆଉ କିଛି ଯାଉନି ।…

ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଗଲେ ପାର୍ବତୀ, ନିଜ ସ୍ୱାମୀଙ୍କୁ ଦେଲେ ମୁଖାଗ୍ନି

ସୁବର୍ଣ୍ଣପୁର(କେ ନ୍ୟୁଜ) : ସମସ୍ତେ ବିବାହ ସମୟରେ ସାତ ଜନ୍ମକୁ ସାଥି କରିବାକୁ ଶପଥ ନେଇଥାନ୍ତି। କିନ୍ତୁ ଏହି ଶପଥକୁ କେତେ ଜଣ ପାଳନ କରିଥାନ୍ତି ? ଏହି ଶପଥ କେବଳ ଶପଥରେ ରହିଯାଏ ବୋଲି ଆମମାନଙ୍କର ଧାରଣା ରହିଛି। କିନ୍ତୁ ଲୋକଙ୍କର ଏହି ଧାରଣାକୁ ଭୁଲ ପ୍ରମାଣିତ କରିଛନ୍ତି ପାର୍ବତୀ। ସାତ…