Browsing Tag

Patnagarh Gruesome Massacre

ବଲାଙ୍ଗିର ପାଟଣାଗଡ ଗଣହତ୍ୟା ମାମଲା : ଏପର୍ଯ୍ୟନ୍ତ ଗିରଫ ହେଲେ ୭ ଅଭିଯୁକ୍ତ ୨ ଫେରାର, ସୂଚନା ଦେଲେ ବଲାଙ୍ଗୀର ଏସ୍‌ପି

କେନ୍ୟୁଜ ବ୍ୟୁରୋ : ବଲାଙ୍ଗିର ପାଟଣାଗଡ ଗଣହତ୍ୟାା ମାମଲାର ପର୍ଦ୍ଦାଫାସ । ଗଣହତ୍ୟାରେ ରହିଛି ୯ ଜଣଙ୍କ ସମ୍ପୃକ୍ତି । ଏପର୍ଯ୍ୟନ୍ତ ୭ ଅଭିଯୁକ୍ତ ଗିରଫ କରାଯାଇଛି । ଆଉ ୨ ଜଣ ଫେରାର ଥିବା ସୂଚନା ଦେଲେ ବଲାଙ୍ଗୀର ଏସ୍‌ପି ସନ୍ଦୀପ ମାଡକର । ହତ୍ୟାରେ ବ୍ୟବହୃତ ହୋଇଥିବା ମାରଣାସ୍ତ୍ର ଜବତ…