Below header
Browsing Tag

patnagarh murder case

ପାଟଣାଗଡ଼ରେ ଗୋଟିଏ ପରିବାରର ୬ ଜଣଙ୍କୁ ହତ୍ୟା ଘଟଣାରେ ୯ଜଣ ଅଭିଯୁକ୍ତଙ୍କୁୁ ଜେରା, ସାମ୍ନାକୁ ଆସୁଛି ଅନେକ ତଥ୍ଯ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ଗୋଟିଏ ପରିବାରର ୬ ଜଣଙ୍କୁ ହତ୍ୟା ଘଟଣାରେ ୯ଜଣ ଅଭିଯୁକ୍ତଙ୍କୁୁ ଜେରା। ମୁହାଁମୁହିଁ ପଚରାଉଚରା କରୁଛି ପୋଲିସ। ସେପଟେ ପାଟଣାଗଡ଼ ପୋଲିସର ଆଉ ଏକ ଟିମ୍‌ ରାଜ୍ୟ ବାହାରକୁ ଯାଇ ତଦନ୍ତ କରୁଛି। ଜେରା ବେଳେ ଅନେକ ତଥ୍ୟ ମିଳିଥିବା ସୂଚନା ଦେଇଛି…

ବନ୍ଦ ଘରୁ ୬ଜଣଙ୍କ ମୃତଦେହ ଉଦ୍ଧାର ଘଟଣା: ପୂର୍ବ ଶତ୍ରୁତାକୁ ନେଇ ହୋଇଛି ହତ୍ୟାକାଣ୍ଡ! ଫେରାର ଦୁୁଇ ପଡୋଶୀଙ୍କୁ…

ବଲାଙ୍ଗିର: ପାଟଣାଗଡ଼ରେ ବନ୍ଦ ଘରୁ ଗୋଟିଏ ପରିବାରର ୬ ଜଣଙ୍କର ମୃତଦେହ ଉଦ୍ଧାର ଘଟଣାରେ ୨ ଅଟକ । ଥାନାରେ ଦୁୁଇ ଜଣ ପଡୋଶୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପାଟଣାଗଡ଼ ପୋଲିସ । ପୁଅ ସରୋଜଙ୍କ ଅଭିଯୋଗ ଆଧାରାରେ ୨ ଜଣଙ୍କୁ ପୋଲିସ ଅଟକ ରଖିଛି । ହତ୍ୟାକାଣ୍ଡ ପରେ ୨ ଜଣ ଫେରାର ହୋଇଯାଇଥିଲେ ।…

ପାଟଣାଗଡ଼ରେ ପରିବାରର ୬ ଜଣଙ୍କୁ ହତ୍ୟା ଘଟଣାରେ ପୋଲିସର ତନାଘନା: କିଏ ଓ କାହିଁକି ହତ୍ୟା କଲା? ଚାଲିଛି କାରଣ ଖୋଜା

ପାଟଣାଗଡ଼: ପାଟଣାଗଡ଼ରେ ବନ୍ଦ ଘରୁ ଗୋଟିଏ ପରିବାରର ୬ ଜଣଙ୍କର ମୃତଦେହ ଉଦ୍ଧାର ଘଟଣାରେ ପୋଲିସ ଚଳାଇଛି ତନାଘନା । ଗତକାଲି ବନ୍ଦ ଘରୁ ବାପା, ମାଆ ଓ ଚାରି ପିଲାଙ୍କର ମର ଶରୀର ଉଦ୍ଧାର ହୋଇଥିଲା । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ କୁସୁମପଡ଼ାରେ ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଥିଲା । କମ୍ବଳ ଘୋଡ଼ା…