Below header

ପାଟଣାଗଡ଼ରେ ଗୋଟିଏ ପରିବାରର ୬ ଜଣଙ୍କୁ ହତ୍ୟା ଘଟଣାରେ ୯ଜଣ ଅଭିଯୁକ୍ତଙ୍କୁୁ ଜେରା, ସାମ୍ନାକୁ ଆସୁଛି ଅନେକ ତଥ୍ଯ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ଗୋଟିଏ ପରିବାରର ୬ ଜଣଙ୍କୁ ହତ୍ୟା ଘଟଣାରେ ୯ଜଣ ଅଭିଯୁକ୍ତଙ୍କୁୁ ଜେରା। ମୁହାଁମୁହିଁ ପଚରାଉଚରା କରୁଛି ପୋଲିସ। ସେପଟେ ପାଟଣାଗଡ଼ ପୋଲିସର ଆଉ ଏକ ଟିମ୍‌ ରାଜ୍ୟ ବାହାରକୁ ଯାଇ ତଦନ୍ତ କରୁଛି।

ଜେରା ବେଳେ ଅନେକ ତଥ୍ୟ ମିଳିଥିବା ସୂଚନା ଦେଇଛି ପୋଲିସ। ମୃତଦେହ ପଡ଼ିଥିବା ଘରେ ଏକ ଗାତ ଖୋଳା ଯାଇଥିବାରୁ କିଛି ଗୁପ୍ତଧନକୁ ନେଇ ହତ୍ୟାକାଣ୍ଡ ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି । ଗତ ୧୧ ତାରିଖରେ ପାଟଣାଗଡ଼ ସଅଁରପଡ଼ାର କୁସମପଡ଼ାର ଏକ ଘରୁ ବୁଲୀ ଯାନୀଙ୍କ ସମେତ ପରିବାରର ୬ଜଣଙ୍କ ମୃତଦେହ ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.