Browsing Tag

Payashradha

ଦୀପାବଳି ଓ ପୟାଶ୍ରାଦ୍ଧରେ କମ୍ପିଲା ପୁରୀ ବଡ଼ଦାଣ୍ଡ, କାଉଁରିଆ କାଠି ଜାଳି ବଡ଼ବଡୁଆ ଡାକୁଛନ୍ତି ଶ୍ରଦ୍ଧାଳୁ  

ଭୁବନେଶ୍ବର: ଆଜି ପବିତ୍ର ଦୀପାବଳି ଓ ପୟାଶ୍ରାଦ୍ଧ । ବଡ଼ବଡୁଆ ଡାକରେ କମ୍ପିଲା ପୁରୀ ବଡ଼ଦାଣ୍ଡ । ଶ୍ରୀକ୍ଷେତ୍ରରେ କାଉଁରିଆ କାଠି ଜାଳି ବଡ଼ବଡୁଆ ଡାକୁଛନ୍ତି ଶ୍ରଦ୍ଧାଳୁ । ଶ୍ରୀମନ୍ଦିର ସିଂହଦ୍ଵାର ଆଗରେ ପ୍ରବଳ ଭକ୍ତଙ୍କ ସମାଗମ । ଭକ୍ତଙ୍କ ସୁରକ୍ଷା, ଶୃଙ୍ଖଳିତ ଭାବେ ବଡ଼ବଡୁଆ ଡାକିବା…

ଶ୍ରୀମନ୍ଦିରରେ ଦୀପାବଳି ଓ ପୟାଶ୍ରାଦ୍ଧକୁ ନେଇ ଜୋରଦାର ପ୍ରସ୍ତୁତି, ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

ପୁରୀ: ରାତି ପାହିଲେ ଆଲୋକର ପର୍ବ ଦୀପାବଳି । ଦୀପାବଳି ଦୁଇଟି ତାରିଖରେ ପଡୁଥିବାରୁ ଏବେ ବି ଦୀପାବଳି ଓ ପୟାଶ୍ରାଦ୍ଧକୁ ନେଇ ଲାଗି ରହିଛି ଦ୍ୱନ୍ଦ । ପାଞ୍ଜି ସମନ୍ୱୟ ବୈଠକ ପରେ ମଧ୍ୟ ବିଭିନ୍ନ ପର୍ବପର୍ବାଣିକୁ ନେଇ ଲୋକେ ଦ୍ୱନ୍ଦରେ । ଗତବର୍ଷ ଭଳି ଏଥର ମଧ୍ୟ ବିଭିନ୍ନ ପଞ୍ଜିକାରେ ଦୁଇଦିନ…

ଆସନ୍ତାକାଲି ଆଲୋକର ପର୍ବ ଦୀପାବଳି, ଶ୍ରୀକ୍ଷେତ୍ରରେ ପୟାଶ୍ରାଦ୍ଧ ପାଇଁ ଜମିଲାଣି ଭକ୍ତଙ୍କ ଭିଡ

ପୁରୀ : ଆସନ୍ତାକାଲି ଆଲୋକର ପର୍ବ ଦୀପାବଳି। ଆନନ୍ଦ ଉଲ୍ଲାସ ସହ ଦୀପାବଳିକୁ ପାଳନ କରିବା ପାଇଁ ଦୋକାନ ବଜାରରେ ରହିଛି ଭଳିକି ଭଳି ବାଣ ସାଙ୍ଗକୁ ରଙ୍ଗୀନ ଆଲୋକମାଳା । କାଲି ଦୀପାବଳି ସହ ପାଳନ ହେବ ପୟାଶ୍ରାଦ୍ଧ। ମହାପ୍ରଭୁଙ୍କ ଦର୍ଶନ ସହ କାଉଁରିଆ କାଠି ଜାଳି ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ…

ଆଜି ପବିତ୍ର ଦୀପାବଳି ଅମାବାସ୍ୟା; ଶ୍ରୀକ୍ଷେତ୍ରରେ ବଡ଼ବଡୁଆ ଡାକିଲେ ଶ୍ରଦ୍ଧାଳୁ

ପୁରୀ (କେନ୍ୟୁଜ): ଆଜି ପବିତ୍ର ଦୀପାବଳି ଅମାବାସ୍ୟାରେ ଶ୍ରୀକ୍ଷେତ୍ରରେ ପୟାଶ୍ରାଦ୍ଧ,ବଡ଼ବଡୁଆ ଡାକ ପାଇଁ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଜଗାଦର୍ଶନ ସହ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ନିକଟରେ କାଉଁରିଆ କାଠି ଜାଳିଲେ ଦର୍ଶନାର୍ଥୀ। ବଡ଼ବଡୁଆ ହୋ,ଅନ୍ଧାରେ ଆସି ଆଲୁଏ ଯାଅ,ଗଙ୍ଗା…

ଦୀପାବଳି ଅମାବାସ୍ୟାରେ ଆଉ ଶୁଭିବନି ବଡବଡୁଆଙ୍କୁ ଡ଼ାକ, ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ ପୟାଶ୍ରାଦ୍ଧକୁ ବାରଣ

କେନ୍ୟୁଜ ବ୍ୟୁରୋ : ଏଥର ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ ପୟାଶ୍ରାଦ୍ଧକୁ ବାରଣ। ଦୀପାବଳି ଅମାବାସ୍ୟାରେ ଶୁଭିବନି ବଡବଡୁଆଙ୍କୁ ଡ଼ାକ। ବାହାର ଜିଲ୍ଲାର ଲୋକଙ୍କୁ ପୟାଶ୍ରାଦ୍ଧ ପାଇଁ ପୁରୀ ବାରଣ ହୋଇଥିବା ବେଳେ ପୁରୀବାସୀ ଏମାର ମଠ ପାର୍କିଂ ସ୍ଥାନରେ ବଡ଼ବଡୁଆ ଡାକିବେ। କରୋନା କଟକଣା ପାଇଁ…