Paytm Holi Sale: କପଡା ଠାରୁ ଆରମ୍ଭ କରି ସ୍ମାର୍ଟଫୋନ ପର୍ଯ୍ଯନ୍ତ ସବୁଥିରେ ମିଳୁଛି ଜବରଦସ୍ତ ଡିସକାଉଣ୍ଟ
ଆପଣ ହୋଲି ଉତ୍ସବ ପାଳନ ପାଇଁ ପ୍ରସ୍ତୁତ ଆରମ୍ଭ କରିଦିଅନ୍ତୁ। ରଙ୍ଗର ପର୍ବ ହୋଲି ପାଇଁ ପେଟିଏମ୍ ମଲ୍ ଏଥର ଖାସ୍ କରି Maha Shopping Festival ଆଣି ଆସିଛି। କପଡା ଠାରୁ ଆରମ୍ଭ କରି ସ୍ମାର୍ଟଫୋନ , ୱାଂସିମେସିନ ପର୍ଯ୍ଯନ୍ତ ସବୁଥିରେ ଜବରଦସ୍ତ ଡିସକାଉଣ୍ଟ ମିଳୁଛି। ଜାଣନ୍ତୁ କ’ଣ ରହିଛି…