Paytm Holi Sale: କପଡା ଠାରୁ ଆରମ୍ଭ କରି ସ୍ମାର୍ଟଫୋନ ପର୍ଯ୍ଯନ୍ତ ସବୁଥିରେ ମିଳୁଛି ଜବରଦସ୍ତ ଡିସକାଉଣ୍ଟ
ଆପଣ ହୋଲି ଉତ୍ସବ ପାଳନ ପାଇଁ ପ୍ରସ୍ତୁତ ଆରମ୍ଭ କରିଦିଅନ୍ତୁ। ରଙ୍ଗର ପର୍ବ ହୋଲି ପାଇଁ ପେଟିଏମ୍ ମଲ୍ ଏଥର ଖାସ୍ କରି Maha Shopping Festival ଆଣି ଆସିଛି। କପଡା ଠାରୁ ଆରମ୍ଭ କରି ସ୍ମାର୍ଟଫୋନ , ୱାଂସିମେସିନ ପର୍ଯ୍ଯନ୍ତ ସବୁଥିରେ ଜବରଦସ୍ତ ଡିସକାଉଣ୍ଟ ମିଳୁଛି। ଜାଣନ୍ତୁ କ’ଣ ରହିଛି ଅଫର୍ସ…
ପେଟିଏମ୍ ସାଇଟ୍ ମୁତାବକ, ନିଜର ସ୍ମାର୍ଟଫୋନରେ ଦମଦାର ଡିସକାଉଣ୍ଟ ମିଳୁଛି। ଆଇଫୋନ, ସାମସଙ୍ଗ ଏବଂ ଓପୋ ଭଳି ସବୁ ବ୍ରାଣ୍ଡରେ ୬୦ ପ୍ରତିଶତ ରିହାତି ମିଳୁଛି। ଏହାଛଡା ସାମସଙ୍ଗ ସ୍ମାର୍ଟଫୋନରେ ୪,୯୯୯ ଟଙ୍କାର କ୍ଯାଶବ୍ଯାକ୍ ମଧ୍ୟ ମିଳୁଛି। ଏହାସହିତ ଟାବ୍ ରେ ୪୦ ପ୍ରତିଶତ ପର୍ଯ୍ଯନ୍ତ ଡିସକାଉଣ୍ଟ ମିଳୁଛି।
ହୋଲି ପାଇଁ ଲାପଟପରେ ମଧ୍ୟ ଡିସକାଉଣ୍ଟ ମିଳୁଛି। HP ଲାପଟପରେ ୨୦ ପ୍ରତିଶତ ରିହାତି ମିଳୁଛି। ଏହାଛଡା ଲିନୋଭୋ ଲାପଟପ୍ ରେ ୩୫ ପ୍ରତିଶତ ଡିସକାଉଣ୍ଟ ମିଳୁଛି।
ପେଟିଏମରେ ହୋମ ଆପ୍ଲାଏନ୍ସରେ ଶାନଦାର ଡିଲ୍ ମିଳୁଛି। ଆପଣ ଏହି ସେଲରେ ୪୫ ପ୍ରତିଶତ ଡିସକାଉଣ୍ଟ ସହିତ ଏୟାର କଣ୍ଡିସନ ମଧ୍ୟ କିଣିପାରିବେ। ୬୦ ପ୍ରତିଶତ ଡିସକାଉଣ୍ଡ ସହିତ ସ୍ମାର୍ଟଟିଭି ମଧ୍ୟ କିଣିପାରିବେ।
ହେଡସେଟରେ ୬୦ ପ୍ରତିଶତ ଡିସକାଉଣ୍ଟ, ଟ୍ରିମର ୫୦ ପ୍ରତିଶତ, ପେନ ଡ୍ରାଇଭରେ ୩୦ ପ୍ରତିଶତ, ପାୱାର ବ୍ଯାଙ୍କ ୬୫ପ୍ରତିଶତ ରିହାତି ମିଳୁଛି। ଏହାଛଡା ଇଲେକ୍ଟ୍ରିନିକ ଏବଂ ମୋବାଇଲ ଜିନିଷ ଉପରେ ୩ ହଜାର ପର୍ଯ୍ଯନ୍ତ କ୍ଯାଶବ୍ଯାକ ମିଳୁଛି।