Below header
Browsing Tag

pds beneficiary

ପିଡିଏସ୍‌ କେନ୍ଦ୍ରରେ ବଣ୍ଟା ଚାଲିଛି ରାସନ୍‌, ଆବଶ୍ୟକ ସ୍ଥଳେ ହିତାଧିକାରୀଙ୍କ ଘରେ ପହଞ୍ଚାଯାଉଛି ସାମଗ୍ରୀ

କଟକ: କରୋନା ଯୋଗୁ ଆରମ୍ଭ ହୋଇଛି ପିଡିଏସ୍‌ ସାମଗ୍ରୀ ବଣ୍ଟନ। ପିଡିଏସ୍‌ କେନ୍ଦ୍ରରେ ବଣ୍ଟା ଚାଲିଛି ରାସନ୍‌। ଆବଶ୍ୟକ ସ୍ଥଳେ ହିତାଧିକାରୀଙ୍କ ଘରେ ପହଞ୍ଚାଯାଉଛି ଏହି ପିଡିଏସ୍‌ ସାମଗ୍ରୀ । ରାଜ୍ୟରେ ପିଡିଏସ ସାମ୍ରଗୀ ଅଗ୍ରୀମ ତିନିମାସ ପାଇଁ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା…

ସାଧାରଣ ଖାଉଟିଙ୍କ ପାଇଁ ସରକାର ଜାରିକଲେ ହେଲ୍ପଲାଇନ ନମ୍ବର, ଜନତା କରିପାରିବେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଜନିତ…

କେନ୍ୟୁଜ୍(ବ୍ୟୁରୋ):  କରୋନା କରିଦେଇଛି ଜନ ଜୀବନକୁ ପ୍ରଭାବିତ। ସାରା ଦେଶ ଏବେ କରୋନା ଭୟରେ ଭୟଭୀତ। ଏହି କରୋନା ଭାଇରସରୁ ନିସ୍ତାର ପାଇଁ ଅନେକ ରାଜ୍ୟ ବିଭିନ୍ନ ପଦକ୍ଷେପ ନେଇ ସାରିଲେଣି। ଯେମିତିକି ପବ୍ଲିକ ଟ୍ରାନ୍ସପୋର୍ଟକୁ ବାତିଲ ଓ ବିଭିନ୍ନ ମଲ ଓ ବଜାରକୁ  ବନ୍ଦ କରିଦିଆଯାଇଛି।…

କେନ୍ଦୁଝର: ପିଡିଏସ୍‌ ସାମଗ୍ରୀ ପାଇଁ ବାଜି ଲାଗିଛି ଜୀବନ, ମୁଣ୍ଡରେ ଚାଉଳ ବସ୍ତା ଧରି ଉଛୁଳା ନଈ ପାର ହେଉଛନ୍ତି…

କେନ୍ଦୁଝର (କେନ୍ୟୁଜ୍): ପିଡିଏସ୍‌ ସାମଗ୍ରୀ ପାଇଁ ବାଜି ଲାଗିଛି ଜୀବନ। ଭରା ନଈ ପାର ହୋଇ ପିଡିଏସ୍‌ ଚାଉଳ ଆଣୁଛନ୍ତି ହିତାଧିକାରୀ। ମୁଣ୍ଡରେ ଚାଉଳ ବସ୍ତା ଧରି ଉଛୁଳା ନଈ ପାର ହେଉଛନ୍ତି। ଏଦୃଶ୍ୟ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ପଞ୍ଚାୟତର। ଏହା ଦିନକର ଘଟଣା ନୁହେଁ। ନିତି…