Below header
Browsing Tag

pds items

କେନ୍ଦୁଝର: ପିଡିଏସ୍‌ ଚାଉଳ ନପାଇବାରୁ ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

କେନ୍ଦୁଝର : ପିଡିଏସ୍‌ ଚାଉଳ ନପାଇବାରୁ ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକର ଖାଳିଆମେଣ୍ଟା ପଞ୍ଚାୟତରେ ପିଡିଏସ୍‌ ଚାଉଳ ହିତାଧିକାରୀ ପାଉନଥିବା ଅଭିଯୋଗ ହୋଇଛି। ଫଳରେ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଛନ୍ତି ଲୋକ। ଏ ସମସ୍ୟା…

ପିଡିଏସ୍‌ କେନ୍ଦ୍ରରେ ବଣ୍ଟା ଚାଲିଛି ରାସନ୍‌, ଆବଶ୍ୟକ ସ୍ଥଳେ ହିତାଧିକାରୀଙ୍କ ଘରେ ପହଞ୍ଚାଯାଉଛି ସାମଗ୍ରୀ

କଟକ: କରୋନା ଯୋଗୁ ଆରମ୍ଭ ହୋଇଛି ପିଡିଏସ୍‌ ସାମଗ୍ରୀ ବଣ୍ଟନ। ପିଡିଏସ୍‌ କେନ୍ଦ୍ରରେ ବଣ୍ଟା ଚାଲିଛି ରାସନ୍‌। ଆବଶ୍ୟକ ସ୍ଥଳେ ହିତାଧିକାରୀଙ୍କ ଘରେ ପହଞ୍ଚାଯାଉଛି ଏହି ପିଡିଏସ୍‌ ସାମଗ୍ରୀ । ରାଜ୍ୟରେ ପିଡିଏସ ସାମ୍ରଗୀ ଅଗ୍ରୀମ ତିନିମାସ ପାଇଁ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା…