Browsing Tag

people are violating

ମାନିଲେନି କଟକଣା, ଆମିଷ ପ୍ରେମୀଙ୍କୁ ଗୋଡାଇଲା ପୋଲିସ

ଢେଙ୍କାନାଳ(କେନ୍ଯୁଜ୍): ଢେଙ୍କାନାଳ ସହରର ଗୁଡିଆନାଳୀ ଭାଗୀରଥି ସାଗର ନିକଟରେ ମାଛ ଧରୁଥିବା ସମୟରେ ମାଛ ନେବାକୁ ଶତାଧିକ ଲୋକ ଏକାଠି ହୋଇଥିଲେ। ଲକଡାଉନ୍ ପାଇଁ ଢେଙ୍କାନାଳ ସହରକୁ ଦିନ ୨ଟା ପର୍ଯ୍ଯନ୍ତ ଖୋଲା ରହିଥିବା ବେଳେ ଲୋକମାନେ ସାମାଜିକ ଦୂରତାକୁ ଫୁ କରି ଗତକାଲି ସଂଧ୍ଯା ପରେ…