ସଲମାନଙ୍କ ପାଇଁ ନିଜ ନାମ ବଦଳାଇ ଦେଇଥିଲେ ଏହି ଅଭିନେତ୍ରୀ, ଜନ୍ମ ଦିନରେ ଜାଣନ୍ତୁ ତାଙ୍କ ପର୍ସନାଲ ଲାଇଫ୍ ବିଷୟରେ..
କିଆରା ଆଡଭାନୀ ୩୧ ଜୁଲାଇ ଅର୍ଥାତ ଆଜି ତାଙ୍କର ୩୦ ତମ ଜନ୍ମଦିନ ପାଳନ କରୁଛନ୍ତି। କିଆରା ଆଡଭାନୀ କେବଳ କିଲର ସ୍ମାଇଲ୍ ପାଇଁ ନୁହେଁ ବରଂ ତାଙ୍କର ସୁନ୍ଦର ଅଭିନୟ ଚୁଲବୁଲି କଥା ପାଇଁ ବେଶ ଜଣାଶୁଣା। ସୋସିଆଲ ମିଡିଆରେ ଏହି ଅଭିନେତ୍ରୀଙ୍କ ବହୁତ ପ୍ରଶଂସକ ଅଛନ୍ତି। କିଆରାର ପ୍ରକୃତ ନାମ…