ପୁଣି ଟପଲେସ୍ ହେଲେ ମଲାଇକା, ଫଟୋ ଦେଖି ପ୍ରଶଂସକ ହେଲେ ଘାଇଲା
ମଲାଇକା ଆରୋରା ଏବେ ବଲିଉଡରେ ନିଜର ସମ୍ପର୍କକୁ ନେଇ ବେଶ ଚର୍ଚ୍ଚାରେ ରହିଛନ୍ତି। ଏହାସହିତ ସୋସିଆଲ ମିଡିଆରେ ନିଜର ହଟ୍ ଏବଂ ବୋଲ୍ଡ ଫଟୋକୁ ନେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ମଲାଇକା ନିଜର ଏକ ବୋଲ୍ଡ ଥ୍ରୋବ୍ୟାକ ଫଟୋ ଫ୍ୟାନ୍ସଙ୍କ ସହିତ ସେୟାର କରିଛନ୍ତି। ଯେଉଁଥିରେ ମଲାଇକା…