Browsing Tag

pipal tree

ପଡ଼ିଲା ହାତଗଣ୍ଠି, ବୈଦିକ ରୀତିନୀତି ରେ ସରିଲା ବର-ଅଶ୍ୱତ୍ଥ ଗଛର ବାହାଘର

ପଡ଼ିଲା ହସ୍ତଗଣ୍ଠି। ବୈଦିକ ରୀତିନୀତିରେ ସରିଲା ବାହାଘର। ଏ ବାହାଘର କୋଣସି ବ୍ୟକ୍ତିଙ୍କର ନୁହେଁ ବରଂ ଦୁଇଟି ଗଛର.. ବାଜା,ବାଣ ଓ ଭୋଜି ଭାତର ଆସର ଜମିଲା ଗାଁରେ । ଆଉ ଭାରି ଖୁସିରେ ବାହାଘର ଦେଖି ଭୋଜି ଖାଇ ଘରକୁ ଫେରିଲେ ବନ୍ଧୁ ବାନ୍ଧବ ଓ ଗାଁ ଲୋକେ । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ…