Browsing Tag

plus 3 exam

ଜୁଲାଇ ୨୪ରେ ଯୁକ୍ତ ତିନି ଶେଷ ବର୍ଷର ପରୀକ୍ଷା, ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ

ଭୁବନେଶ୍ବର: ଜୁଲାଇ ୨୪ରେ ହେବ ଯୁକ୍ତ ତିନି ଶେଷ ବର୍ଷର ପରୀକ୍ଷା । ଅଗଷ୍ଟ ୨୦ରେ ପିଜି ଶେଷ ସେମିଷ୍ଟାର ପରୀକ୍ଷା ହେବ । ଖୁବଶୀଘ୍ର ସବୁ ବିଶ୍ୱବିଦ୍ୟାଳୟ, କଲେଜରେ ଆଡମିଶନ ଆରମ୍ଭ ହେବ । ନଭେମ୍ବର ମାସରୁ ଆରମ୍ଭ ହେବ ପିଜି କ୍ଲାସ । ଆସନ୍ତାକାଲିଠୁ ୩୦% କର୍ମଚାରୀଙ୍କୁ ନେଇ କାମ ଆରମ୍ଭ କରିବ…