ଏଣିକି ସାଧାରଣ ଜନତା ସିଧାସଳଖ କରିପାରିବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଭିଯୋଗ, ଜାଣନ୍ତୁ କିପରି
ଆମେ ବହୁ ସମୟରେ ସରକାରୀ ବିଭାଗର କୌଣସି ଅବହେଳାକୁ ନେଇ ବ୍ୟସ୍ତ ହୋଇପଡୁ ବା ଚିନ୍ତିତ ହୋଇପଡୁ। କାରଣ ଆମ ସମସ୍ତଙ୍କ ମନରେ ଧାରଣା ଥାଏ ହୁଏତ ଆମେ ଯଦିବା ଏହା ବିରୋଧରେ ଅଭିଯୋଗ କରିବା ତାହାର କୌଣସି ଫଳ ହେବ ନାହିଁ। ଆମ ଅଭିଯୋଗ ସରକାରୀ ଅଫିସର ନାଲି ଫିତା ତଳେ ସେମିତି ପଡି ରହିବ। କିନ୍ତୁ…