ଭୁବନେଶ୍ୱର ପଟିଆ ଅଞ୍ଚଳ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏଟିଏମ୍ ଲୁଟ୍ ଘଟଣା: ଭାଇଜାଗରୁ ରିମାଣ୍ଡରେ ଆସିବେ ୨ ଅଭିଯୁକ୍ତ
ଭୁବନେଶ୍ୱର: ଭୁବନେଶ୍ୱର ପଟିଆ ଅଞ୍ଚଳ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏଟିଏମ୍ ଲୁଟ୍ ଘଟଣାରେ ରିମାଣ୍ଡରେ ଆସିବେ ୨ ଅଭିଯୁକ୍ତ। ଭାଇଜାଗରୁ ୨ ଜଣଙ୍କୁ ଟ୍ରାନ୍ଜିଟ୍ ରିମାଣ୍ଡରେ ଆଣୁଛି କମିଶନରେଟ୍ ପୋଲିସ। ଏଟିଏମ୍ ଲୁଟ୍ ଘଟଣାରେ ଅଧିକ ଖୋଲତାଡ ନେଇ ପଚରା ଉଚରା କରାଯିବ।
ଗତ ଅକ୍ଟୋବର…