Below header
Browsing Tag

poco laptop

ବହୁତ ଜଲ୍‌ଦି ଭାରତକୁ ଆସିପାରେ ପୋକୋ ଲାପ୍‌ଟପ୍‌, ଜାଣନ୍ତୁ ଏହାକୁ ନେଇ ସମ୍ପୂର୍ଣ୍ଣ ଖବର

ସାଓମି (Xiaomi)ର ସବ-ବ୍ରାଣ୍ଡ Poco ଚଳିତ ବର୍ଷ ଭାରତରେ କିଛି ବଢ଼ିଆ ସ୍ମାର୍ଟଫୋନ ଲଞ୍ଚ୍‌ କରିଛି। ଏହି ଦମଦାର ଫୋନକୁ ୟୁଜର୍ସ ବି ବହୁତ ବଢ଼ିଆ ଫିଡବ୍ୟାକ୍‌ ଦେଇଛନ୍ତି । ଏବେ ଆପଣଙ୍କ ପାଇଁ ଆଉ ଏକ ଖୁସି ଖବର। ଆପଣଙ୍କୁ ବହୁତ ଜଲଦି ଇଣ୍ଡିଆନ୍‌ ମାର୍କେଟରେ Poco ବ୍ରାଣ୍ଡର ଲାପଟପ୍‌ ମିଳିବ…