ରଜରେ ପ୍ରସ୍ତୁତ କରନ୍ତୁ ସୁଆଦିଆ ପୋଡପିଠା, ସ୍ୱାଦ ପୂରା ଅଲଗା
ଓଡିଶାର ବଡ ପର୍ବ ରଜ। ପର୍ବପର୍ବାଣୀରେ ଘରେ ପିଠାପଣାର ଆସର ଜମେ। ଖାସ୍ କରି ରଜରେ ବିଭିନ୍ନ ପ୍ରକାର ପିଠା ପ୍ରସ୍ତୁତ କରାଯାଇଥାଏ। ରଜ ପାଇଁ ଘରେ ଘରେ ଏହାର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ରଜର ପର୍ବକୁ ଆହୁରି ମଧୁର କରିଥାଏ ପୋଡ ପିଠା। ରଜରେ ଖୁସିକୁ ଆହୁରି ଦୁଇ ଗୁଣା କରିବା ପାଇଁ ଆସନ୍ତୁ…