Below header
Browsing Tag

podha yatra

ଶେଷ ହୋଇଛି ଆଦିବାସୀଙ୍କ ପାରମ୍ପରିକ ପୋଢ଼ଯାତ୍ରା

କନ୍ଧମାଳ (କେନ୍ୟୁଜ୍) : ଶେଷ ହୋଇଛି ସାତଦିନ ଧରି ଚାଲିଥିବା ଆଦିବାସୀଙ୍କ ପାରମ୍ପରିକ ପୋଢ଼ଯାତ୍ରା । କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ବ୍ଲକର ୪ଟି ପଞ୍ଚାୟତରେ ଏହି ଯାତ୍ରା ବେଶ୍ ଧୂମଧାମରେ ପାଳିତ ହୋଇଯାଇଛି। ଧରଣୀ ପେନୁ ବା ମାଟି ମାଆକୁ ଖୁସି କରିବା ପାଇଁ ପାରମ୍ପରିକ ରୀତିନୀତିରେ…