Below header
Browsing Tag

poisonous fruit

ବିଷାକ୍ତ ଫଳ ଖାଇ ୫ ଛାତ୍ର ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ବାସୁଦେବପୁର (କେନ୍ୟୁଜ): ବିଷାକ୍ତ ଫଳ ଖାଇ ୫ଜଣ ଛାତ୍ର ଅସୁସ୍ଥ ହୋଇପଡ଼ିଛନ୍ତି। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ଅନ୍ତର୍ଗତ ଚୂଡ଼ାମଣି ଅଞ୍ଚଳରେ ଏହି ଘଟଣା ଘଟିଛି। କଳାରଙ୍ଗର ଫଳ ଖାଇ ଅସୁସ୍ଥ ହୋଇ ପଡ଼ିବାରୁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଗତକାଲି ସନ୍ଧ୍ୟା…

ଜୟପୁର ବୈପାରିଗୁଡ଼ା ଅଞ୍ଚଳରେ ବିଷାକ୍ତ ଫଳ ଖାଇ ସାତ ଜଣ ଶିଶୁ ଅସୁସ୍ଥ

ଜୟପୁର : କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଅଞ୍ଚଳରେ ଘଟିଛି ଅଘଟଣ । କୌଣସି ବିଷାକ୍ତ ଫଳ ଖାଇ ୭ ଜଣ ଶିଶୁ ଅସୁସ୍ଥ ହୋଇପଡ଼ିଛନ୍ତି । ସେମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଜୟପୁର ଡାକ୍ତରଖାନାକୁ ଅଣାଯାଇଥିଲା । ଚିକିତ୍ସା ପରେ ଏହି ପିଲାମାନେ ସୁସ୍ଥ ଅଛନ୍ତି ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ…