ଜୟପୁର ବୈପାରିଗୁଡ଼ା ଅଞ୍ଚଳରେ ବିଷାକ୍ତ ଫଳ ଖାଇ ସାତ ଜଣ ଶିଶୁ ଅସୁସ୍ଥ

ଜୟପୁର : କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଅଞ୍ଚଳରେ ଘଟିଛି ଅଘଟଣ । କୌଣସି ବିଷାକ୍ତ ଫଳ ଖାଇ ୭ ଜଣ ଶିଶୁ ଅସୁସ୍ଥ ହୋଇପଡ଼ିଛନ୍ତି । ସେମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଜୟପୁର ଡାକ୍ତରଖାନାକୁ ଅଣାଯାଇଥିଲା । ଚିକିତ୍ସା ପରେ ଏହି ପିଲାମାନେ ସୁସ୍ଥ ଅଛନ୍ତି ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ପିଲାମାନେ ଖେଳିବା ସମୟରେ ଅଜାଣତରେ ଏହି ଫଳର ମଞ୍ଜିକୁ ଖାଇ ଦେଇଥିଲେ ।

JAYPORE-1

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.