ଜଳବାୟୁ ପରିବର୍ତ୍ତନର ଭୟାନକ ପରିଣାମ : ନିଜ ଛୁଆକୁ ମାରି ଖାଉଛନ୍ତି ତୁଷାରଭାଲୁ
ଜଳବାୟୁ ପରିବର୍ତ୍ତନ ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ଏଥିପାଇଁ ବିଭିନ୍ନ ଅଞ୍ଚଳରେ ତାପମାତ୍ରା ବଢିବାରେ ମଧ୍ୟ ଲାଗିଛି। ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ଦେଖିବାକୁ ମିଳୁଛି। ଜଙ୍ଗଲ ନଷ୍ଟ ହେଉଛି, ବାୟୁ ପ୍ରଦୂଷଣ ବଢିବାରେ ଲାଗିଛି। ଏଥିପାଇଁ ବିଭିନ୍ନ ଜୀବଜନ୍ତୁ ଜନବସତି…