ପୋଲିସ ଡିଜି ଅଭୟଙ୍କ ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଗସ୍ତ, ମାଓ ଦମନ ଅପରେସନ ନେଇ କଲେ ଆଲୋଚନା
ମାଲ୍କାନଗିରି (କେନ୍ୟୁଜ) : ପୋଲିସ ଡିଜି ଅଭୟ ଆଜି ନକ୍ସଲ ଉପଦ୍ରୁତ ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଗସ୍ତ କରିଛନ୍ତି । ମାଓ ପ୍ରବଣ ଅଞ୍ଚଳ ବଣ୍ଡାଘାଟିରେ ପୋଲିସ DG ଅଭୟଙ୍କ ସହ ପହଞ୍ଚିଥିଲେ ୩ ଜଣିଆ ଟିମ୍। ବଣ୍ଡା ମହିଳାମାନେ ପାରମ୍ପରିକ ବେଶ ପୋଷକ ରେ ଡିଜିପି ଙ୍କ ଟିମ୍ କୁ…