Browsing Tag

portable machine

୧୫ମିନିଟରେ ଓଦା କପଡ଼ା ହୋଇଯିବ ଶୁଖିଲା

ବର୍ଷା ଦିନରେ ସବୁଠୁ ବଡ଼ ଟେନସନ କଣ ଜାଣିଛନ୍ତି ? ଓଦା କପଡ଼ା ନଶୁଖିବା। ଏବେ ତ ପ୍ରାୟ ସବୁ ସ୍ଥାନରେ ପିନ୍ଧା ଲୁଗାକୁ ଶୁଖାଇବା ପାଇଁ ଛାତ ଉପରକୁ ଲୋକ ଯାଉଛନ୍ତି। କମ ଜାଗା କାରଣରୁ ତଳେ ଶୁଖାଇ ହେଉନାହିଁ। ଆଉ ତା ଠୁ ବଡ଼ କଷ୍ଟ ହେଉଛି ଯଦି ବର୍ଷା ଆରମ୍ଭ ହୁଏ ପୁଣି ଥରେ ଛାତକୁ ଯାଅ ସେସବୁୁକୁ…

ମାର୍କେଟକୁ ଆସିଲା ପୋର୍ଟେବଲ ମିିନି ସିଲାଇ ମେସିନ, ଗୋଟିଏ ହାତରେ କରିପାରିବେ ସିଲାଇ, ଦାମ ରହିଛି ଖୁବ ଶସ୍ତା

ସିଲାଇ ମେସିନ ଏକ ଏଭଳି ଜିନିଷ ଯାହାକୁ ବ୍ୟବହାର କରି ଆଜିକାଲି ଅନେକ ମହିଳା ସ୍ୱାବଲମ୍ବୀ ହୋଇପାରିଛନ୍ତି। ଘର ବାହାରକୁ ନ ଆସିଲେ ବି ଘରେ ବସି ଏହି କାମକୁ ଅତି  ସହଜରେ କରି ରୋଜଗାର କରିପାରୁଛନ୍ତି।  ତେବେ ବଡ଼ ସିଲାଇ ମେସିନ ଯୁଗ ତ ଗଲାଣି। ଏବେ ସ୍ମାର୍ଟ ଯୁଗରେ ଇଲେକ୍ଟ୍ରୀ ସିଲାଇ ମେସିନ…