Browsing Tag

post office and bank theft

କରଞ୍ଜିଆ : ବ୍ୟାଙ୍କ ଓ ଡାକ ଘରୁ ଚୋରି

କରଞ୍ଜିଆ (କେନ୍ୟୁଜ୍‌ ): ବ୍ୟାଙ୍କ ଓ ଡାକଘରୁ ହୋଇଛି ଚୋରି । ଯଶୀପୁର ଉପ ଡାକଘର ଓ ମୟୁରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କରୁ ଏହି ଚୋରି ହୋଇଛି । ୩ ଦିନ ବ୍ୟାଙ୍କ ଓ ଡାକଘର ବନ୍ଦ ଥିବାରୁ ଏହାର ସୁଯୋଗ ନେଇ କେହି ଦୁର୍ବୃତ୍ତ ଚୋରି କରିଛି । ତେବେ ଚୋରୀ ହୋଇଥିବାର ନିର୍ଦ୍ଦିଷ୍ଟ ଦିନ ଜଣା…